ପତ୍ର

ଓଡ଼ିଶାରେ ହେଉଥିବା ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ପ୍ରଶ୍ନ ରୂପେ ଆସିଥାଏ ପତ୍ର ଲିଖନ, ଯାହାକୁ ସାଧାରଣତଃ ଦୁଇଟି ବିଭାଗରେ ବିଭକ୍ତ କରାଯାଇଛି | ପ୍ରଥମଟି ହେଉଛି ଚି଼ଠ୍ହି ଅଥାର୍ଥ ଘରୋଇ ତଥା ବ୍ୟକ୍ତିଗତ ଚିଠି , ଯାହାକୁ ଆମେ personal  ବା informal letter  ବୋଲି କହିଥାଉ | ଦ୍ୱିତୀୟଟି ହେଲା ଦରଖାସ୍ତ ଅଥାର୍ଥ application | ଏହି ଦରଖାସ୍ତକୁ ସାଧାରଣତଃ ଆମେ formal ବା official letter ବୋଲି କହିଥାଉ | ଏହି ସବୁ ଚିଠି ବା letter ଲେଖିବା ନିମନ୍ତେ ଆମକୁ କେତୋଟି ଧାରା ବା format ଅନୁସାରେ ଲେଖିବା ଉଚିତ, ଯାହାଦ୍ୱାରା ଆମେ ସେହି ପ୍ରଶ୍ନର ଉତ୍ତର ଲେଖି ଭଲ ନମ୍ବର ରଖିପାରିବ |

ବିଷୟବସ୍ତୁ

   
 

Our Social Links: