TRANSLATION #01
03-May-2020
VC Expert

ENGLISH TO ODIA

One day, a man was walking by a road when he heard a cat meowing from the bushes nearby. The cat was stuck and needed help getting out. When the man reached out, the cat got scared and scratched the man. The man screamed in pain but didn’t back down. He tried again and again, even as the cat continued to scratch his hands.

Another passerby saw this and said, “Just let it be! The cat will find a way to come out later”. The man didn’t pay heed but tried until he helped the cat. Once he let the cat free, he told the other man, “The cat is an animal, and its instincts make him scratch and attack. I am a human and my instincts make me compassionate and kind”.

ଦିନେ ଜଣେ ଲୋକ ରାସ୍ତାରେ ଯାଉଥିବା ସମୟରେ ପାଖରେ ଥିବା ବୁଦାରୁ ଗୋଟିଏ ବିରଡ଼ିର ଚିତ୍କର ଶବ୍ଦ ଶୁଣିଲା । ବିରାଡ଼ି ଟି   ବୁଦାରେ ଫସିଯାଇଥିଲା ଏବଂ ବାହାରିବା ପାଇଁ ସାହାଯ୍ୟ ଚାହୁଁ ଥିଲା । ଯେତେବେଳେ ଲୋକଟି ପାଖରେ  ପହଞ୍ଚିଲା, ବିରାଡ଼ି ଟି ଡରିଗଲା ଏବଂ ଲୋକଟିକୁ ଆମ୍ପୁଡି ଦେଲା । ଲୋକଟିକୁ ଯନ୍ତ୍ରଣା ହେଲା କିନ୍ତୁ ଜାଗାରୁ ଓହରି ନଥିଲା। ସେ ବାରମ୍ବାର ଚେଷ୍ଟା କରୁଥିଲେ ମଧ୍ୟ ବିରାଡ଼ି ଟି ଆମ୍ପୁଡିବାକୁ ଲାଗୁଥିଲା ।

         ଅନ୍ୟ ଜଣେ ପଥିକ ଏହା ଦେଖି କହିଲା,'ତାକୁ ଛାଡ଼ି ଦିଅନ୍ତୁ'! "ବିରାଡ଼ି ଟି ନିଜ ରାସ୍ତା ନିଜେ ବାହାର କରିଦେବ" । ଲୋକଟି କଥାକୁ ଧ୍ୟାନ ଦେଲେନାହି,  ଯେପର୍ଯ୍ୟନ୍ତ ସେ ବିରାଡ଼ି ଟିକୁ ସାହାଯ୍ୟ କରି ନାହିଁ। ଯେବେ ସେ ବିରାଡ଼ି ଟିକୁ ମୁକ୍ତ କଲା, ଅନ୍ୟ ଲୋକଟିକୁ କହିଲା," ବିରାଡି ହେଉଛି ଗୋଟିଏ ପଶୁ, ତାର ପ୍ରକୃତି ହେଉଛି ଆମ୍ପୁଡିବା ଏବଂ ଆକ୍ରମଣ କରିବା। ଆଉ ମୁଁ ହେଉଛି ଗୋଟିଏ ମାନବ ଏବଂ ମୋ ପ୍ରକୃତି ହେଉଛି ସହାନୁଭୂତି ଏବଂ ଦୟାଳୁ ହେବା ।।।।

 

...
 
 

Our Social Links: